ଆମେ କିଏ

ଆମର ୱେବସାଇଟ୍ ର ଠିକଣା: https://odia.heijau.in.

ଆମେ କଣ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁ ଏବଂ ଆମେ କାହିଁକି ଏହାକୁ ସଂଗ୍ରହ କରୁ

ମନ୍ତବ୍ୟ

ଯେବେ ଆଗନ୍ତୁକ ମାନେ ସାଇଟ୍ ରେ ମନ୍ତବ୍ୟ ଛାଡ଼ନ୍ତି, ଆମେ ମନ୍ତବ୍ୟ ରୂପରେ ପ୍ରଦର୍ଶିତ ହେଉଥିବା ତଥ୍ୟ ଏବଂ ସ୍ପାମ୍ ସନ୍ଧାନ ରେ ସାହାଯ୍ୟ ପାଇଁ ବ୍ରାଉଜର୍ ବ୍ୟବହାର କରୁଥିବା ପ୍ରତିନିଧି ମାନଙ୍କର ଡୋର ଓ ଆଗନ୍ତୁକ ମାନଙ୍କର ଆଇପି ଠିକଣା ସଂଗ୍ରହ କରୁ |

ଆପଣଙ୍କ ଇମେଲ୍ ଠିକଣାରୁ ସୃଷ୍ଟି ହୋଇଥିବା ଅବୈଧ ଷ୍ଟ୍ରିଙ୍ଗ୍(ଯାହାକୁ ହାସ୍ ମଧ୍ୟ କୁହାଯାଏ) କୁ ଗ୍ରାଭାଟର ସେବା ଯୋଗାଇ ଦିଆଯାଇପାରେ, ଏହା ଦେଖିବା ପାଇଁ କି ଆପଣ କଣ ଏହାର ବ୍ୟବହାର କରୁଛନ୍ତି | ଗ୍ରାଭାଟର ସେବାର ଗୋପନୀୟ ନୀତି ଏଠାରେ ଉପଲବ୍ଧ ଅଟେ: https://automattic.com/privacy/ | ଆପଣଙ୍କ ମନ୍ତବ୍ୟର ଅନୁମୋଦନ ପରେ, ଆପଣଙ୍କର ପ୍ରୋଫାଇଲ୍ ଛବି ଆପଣଙ୍କ ମନ୍ତବ୍ୟର ପ୍ରସଙ୍ଗରେ ଜନସାଧାରଣଙ୍କୁ ଦୃଶ୍ୟମାନ ହେବ |

ମିଡିଆ

ଯଦି ଆପଣ ୱେବସାଇଟ୍ ରେ ଛବି ଅପଲୋଡ଼୍ କରନ୍ତି, ତେବେ ଆପଣ ଅନ୍ତଃସ୍ଥାପିତ ସ୍ଥାନ ନିରୂପଣ ତଥ୍ୟ(EXIF GPS) ସହ ଛବି ଅପଲୋଡ଼୍ କରିବାରୁ ଦୁରେଇ ରୁହନ୍ତୁ | ୱେବସାଇଟ୍ କୁ ଆସୁଥିବା ଆଗନ୍ତୁକ ୱେବସାଇଟ୍ ରେ ଥିବା ଛବିରୁ କୌଣସି ସ୍ଥାନର ତଥ୍ୟ ଡାଉନଲୋଡ଼୍ ଓ ବାହାର କରିପାରନ୍ତି |

ସମ୍ପର୍କ ଫର୍ମ

କୁକୀଜ୍

ଯଦି ଆପଣ ଆମ ସାଇଟ୍ ରେ ଏକ ମନ୍ତବ୍ୟ ଛାଡ଼ନ୍ତି, ତେବେ ଆପଣ କୁକୀଜ୍ ରେ ଆପଣଙ୍କର ନାମ, ଇମେଲ୍ ଠିକଣା ଓ ୱେବସାଇଟ୍ କୁ ବଞ୍ଚାଇବାର ବିକଳ୍ପ ଚୟନ କରିପାରନ୍ତି | ଏଗୁଡିକ ଆପଣଙ୍କ ସୁବିଧା ପାଇଁ ଅଟେ, ଯାହା ଫଳରେ ଯେବେ ଆପଣ ଅତିରିକ୍ତ ମନ୍ତବ୍ୟ ଛାଡ଼ିବେ ଆପଣଙ୍କୁ ଆପଣଙ୍କର ବିବରଣୀ ଆଉ ଥରେ ପୂରଣ କରିବାକୁ ପଡ଼ିବନି | ଏହି କୁକୀଜ୍ ଏକ ବର୍ଷ ପର୍ଯ୍ୟନ୍ତ ରହିବ |

ଯଦି ଆପଣଙ୍କର ଆକାଉଣ୍ଟ ଅଛି ଏବଂ ଆପଣ ଏହି ସାଇଟ୍ ରେ ଲଗ୍ ଇନ୍ କରନ୍ତି, ତେବେ ଆମେ ଏହା ନିର୍ଦ୍ଧାରଣ କରିବାକୁ ଏକ ଅସ୍ଥାୟୀ କୁକୀ ସେଟ୍ କରିବୁ କି ଆପଣଙ୍କ ବ୍ରାଉଜର୍ କୁକୀଜ୍ ଗ୍ରହଣ କରୁଛି କି ନାହିଁ | ଏହି କୁକୀ ରେ କୌଣସି ବ୍ୟକ୍ତିଗତ ତଥ୍ୟ ଥାଏ ନାହିଁ ଏବଂ ଯେବେ ଆପଣ ବ୍ରାଉଜର୍ ବନ୍ଦ କରନ୍ତି ତେବେ ଏହାକୁ ପରିତ୍ୟାଗ କରିଦିଆଯାଏ |

ଯେବେ ଆପଣ ଲଗ୍ ଇନ୍ କରନ୍ତି, ତେବେ ଆମେ ମଧ୍ୟ ଆପଣଙ୍କ ଲଗ୍ ଇନ୍ ସୂଚନା ଓ ସ୍କ୍ରିନ୍ ପ୍ରଦର୍ଶନ ବିକଳ୍ପ ଗୁଡିକୁ ରକ୍ଷା କରିବାକୁ କେତେକ କୁକୀଜ୍ ସେଟ୍ କରିବୁ | ଲଗ୍ ଇନ୍ କୁକୀଜ୍ ଦୁଇ ଦିନ ପର୍ଯ୍ୟନ୍ତ ରହିବ ଏବଂ ସ୍କ୍ରିନ୍ ବିକଳ୍ପ କୁକୀଜ୍ ଏକ ବର୍ଷ ପର୍ଯ୍ୟନ୍ତ ରହିବ | ଯଦି ଆପଣ “ମୋତେ ମନେରଖ” କୁ ଚୟନ କରନ୍ତି, ତେବେ ଆପଣଙ୍କ ଲଗ୍ ଇନ୍ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିବ | ଯଦି ଆପଣ ଆପଣଙ୍କ ଆକାଉଣ୍ଟ ରୁ ଲଗ୍ ଆଉଟ୍ କରନ୍ତି, ତେବେ ଲଗ୍ ଇନ୍ କୁକୀଜ୍ ହଟାଇ ଦିଆଯିବ |

ଯଦି ଆପଣ ଏକ ଅନୁଚ୍ଛେଦ କୁ ସମ୍ପାଦନ କିମ୍ବା ପ୍ରକାଶ କରନ୍ତି, ତେବେ ଆପଣଙ୍କ ବ୍ରାଉଜର୍ ରେ ଏକ ଅତିରିକ୍ତ କୁକୀ ସଂଚୟ ହୋଇରହିଯିବ | ଏହି କୁକୀ ରେ କୌଣସି ବ୍ୟକ୍ତିଗତ ତଥ୍ୟ ନଥାଏ ଏବଂ ଏହା କେବଳ ଆପଣଙ୍କ ଦ୍ୱାରା ସମ୍ପାଦିତ ଅନୁଚ୍ଛେଦ ର ପୋଷ୍ଟ୍ ଆଇଡି ସୂଚିତ କରାଏ | ଏହା ଗୋଟିଏ ଦିନ ପରେ ଶେଷ ହୋଇଯାଏ |

ଅନ୍ୟ ୱେବସାଇଟ୍ ରୁ ଅନ୍ତଃସ୍ଥାପିତ ବିଷୟବସ୍ତୁ

ଏହି ସାଇଟ୍ ର ଅନୁଚ୍ଛେଦ ରେ ଅନ୍ତଃସ୍ଥାପିତ ବିଷୟବସ୍ତୁ(ଯଥା: ଭିଡିଓ, ଛବି, ଅନୁଚ୍ଛେଦ..) ଥାଇପାରେ | ଅନ୍ୟ ୱେବସାଇଟ୍ ରୁ ଅନ୍ତଃସ୍ଥାପିତ ବିଷୟବସ୍ତୁ ଠିକ୍ ସେହିପରି ଆଚରଣ କରେ ଯେପରିକି ଆଗନ୍ତୁକ ଅନ୍ୟ ୱେବସାଇଟ୍ କୁ ଯାଇଛି |

ଏହି ୱେବସାଇଟ୍ ଗୁଡିକ ଆପଣଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିପାରେ, କୁକୀଜ୍ ବ୍ୟବହାର କରିପାରେ, ଅତିରିକ୍ତ ତୃତୀୟ-ପକ୍ଷ ଟ୍ରାକିଂ ଅନ୍ତଃସ୍ଥାପିତ କରିପାରେ ଏବଂ ଯଦି ଆପଣଙ୍କର ଏକ ଆକାଉଣ୍ଟ ଅଛି ଓ ସେହି ୱେବସାଇଟ୍ ରେ ଲଗ୍ ଇନ୍ ଅଛନ୍ତି, ତେବେ ଅନ୍ତଃସ୍ଥାପିତ ବିଷୟବସ୍ତୁ ସହ ପାରସ୍ପରିକ କ୍ରିୟା କୁ ଟ୍ରାକ୍ କରିପାରେ ସହିତ ଅନ୍ତଃସ୍ଥାପିତ ବିଷୟବସ୍ତୁ ସହ ଆପଣଙ୍କର ପାରସ୍ପରିକ କ୍ରିୟା କୁ ପର୍ଯ୍ୟାଲୋଚନ କରିପାରେ |

ବିଶ୍ଳେଷଣ

ଆମେ ଆପଣଙ୍କ ତଥ୍ୟ କାହା ସହିତ ଭାଗ କରୁ

ଆମେ କେବେ ପର୍ଯ୍ୟନ୍ତ ଆପଣଙ୍କ ତଥ୍ୟ ନିଜ ପାଖରେ ରଖିବୁ

ଯଦି ଆପଣ ଏକ ମନ୍ତବ୍ୟ ଛାଡ଼ନ୍ତି, ତେବେ ମନ୍ତବ୍ୟ ଓ ଏହାର ମେଟାଡାଟା କୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ | ଏହା ଏଥିପାଇଁ ଅଟେ କି ଆମେ ସେଗୁଡିକୁ ସଂଯମ ଉପାୟରେ ରଖିବା ବଦଳରେ କୌଣସି ବି ଅନୁବର୍ତ୍ତୀ ମନ୍ତବ୍ୟ ଗୁଡିକୁ ସ୍ୱଚାଳିତ ରୂପରେ ଜାଣି ପାରିବୁ ଓ ଅନୁମୋଦିତ କରିପାରିବୁ |

ଆମର ୱେବସାଇଟ୍ ରେ ପଞ୍ଜିକରଣ କରିଥିବା ଉପଯୋଗକର୍ତ୍ତାଙ୍କ ପାଇଁ(ଯଦି କେହି ଅଛନ୍ତି), ଆମେ ମଧ୍ୟ ସେମାନେ ସେମାନଙ୍କର ୟୁଜର ପ୍ରୋଫାଇଲ ରେ ଦେଇଥିବା ବ୍ୟକ୍ତିଗତ ସୂଚନା କୁ ଗଚ୍ଛିତ କରି ରଖୁ | ସମସ୍ତ ଉପଯୋଗକର୍ତ୍ତା କେଉଁ ବି ସମୟରେ ସେମାନଙ୍କର ବ୍ୟକ୍ତିଗତ ସୂଚନା ଦେଖି ପାରିବେ, ସମ୍ପାଦନ କିମ୍ବା କାଟି ପାରିବେ (ସେମାନେ ସେମାନଙ୍କର ୟୁଜରନେମ୍ ପରିବର୍ତ୍ତନ କରିପାରିବେ ନାହିଁ) | ୱେବସାଇଟ୍ ପରିଚାଳକ ମଧ୍ୟ ସେହି ସୂଚନା ଦେଖିପାରିବେ ଏବଂ ସମ୍ପାଦନ କରିପାରିବେ |

ଆପଣଙ୍କ ତଥ୍ୟ ଉପରେ ଆପଣଙ୍କର କଣ ଅଧିକାର ଅଛି

ଯଦି ଆପଣଙ୍କର ଏହି ସାଇଟ୍ ରେ ଏକ ଆକାଉଣ୍ଟ ଅଛି, କିମ୍ବା ଆପଣ ମନ୍ତବ୍ୟ ଛାଡିଛନ୍ତି, ତେବେ ଆପଣ ଆମେ ରଖିଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଆପଣ ଆମକୁ ଦେଇଥିବା କୌଣସି ତଥ୍ୟର ନିର୍ଯ୍ୟାତିତ ଫାଇଲ୍ ଗ୍ରହଣ କରିବାକୁ ଅନୁରୋଧ କରିପାରିବେ | ଆମେ ଆପଣଙ୍କର ରଖିଥିବା କୌଣସି ବ୍ୟକ୍ତିଗତ ତଥ୍ୟ କାଟିଦେବାକୁ ମଧ୍ୟ ଆପଣ ଅନୁରୋଧ କରିପାରିବେ | ଏଥିରେ କୌଣସି ତଥ୍ୟ ସାମିଲ ନାହିଁ ଯେଉଁଥିରେ ଆମେ ପ୍ରସାଶନିକ, ଆଇନ ସମ୍ବନ୍ଧୀୟ କିମ୍ବା ସୁରକ୍ଷା ଉଦ୍ଦେଶ୍ୟ ପାଇଁ ରଖିବାକୁ ବାଧ୍ୟ ଅଟୁ |

ଆମେ ଆପଣଙ୍କ ତଥ୍ୟ କେଉଁଠିକୁ ପଠାଇବୁ

ସ୍ୱଚାଳିତ ସ୍ପାମ୍ ସନ୍ଧାନ ସେବା ମାଧ୍ୟମରେ ଆଗନ୍ତୁକ ମନ୍ତବ୍ୟ ଗୁଡିକୁ ଯାଞ୍ଚ କରାଯାଇପାରେ |

ଆପଣଙ୍କର ସମ୍ପର୍କ ସମ୍ଭନ୍ଧୀୟ ସୂଚନା

ଅତିରିକ୍ତ ସୂଚନା

ଆମେ ଆପଣଙ୍କର ତଥ୍ୟର ସୁରକ୍ଷା କିପରି କରୁ

ଆମ ପାଖରେ କଣ ତଥ୍ୟ ନିୟମ ଭଙ୍ଗ ପ୍ରଣାଳୀ ଅଛି

ଆମେ କେଉଁ ତୃତୀୟ ପକ୍ଷଙ୍କ ଠାରୁ ତଥ୍ୟ ଗ୍ରହଣ କରୁ

ଉପଯୋଗକର୍ତ୍ତା ତଥ୍ୟ ସହ ଆମେ କଣ ସ୍ୱଚାଳିତ ନିର୍ଣ୍ଣୟ ନେଉ ଏବଂ/କିମ୍ବା ପ୍ରୋଫାଇଲିଂ କରୁ

ଉଦ୍ୟୋଗ ନିୟାମକ ଉନ୍ମୋଚନ ଆବଶ୍ୟକତା

©[current-year] HEIJAU